Below header
Browsing Tag

furor

ନୂଆ ଟ୍ରାଫିକ୍‌ ନିୟମକୁ ନେଇ ରାଜମହଲ ଛକରେ ପ୍ରବଳ ଉତ୍ତେଜନା, ଜନତା -ପୋଲିସ ମୁହାଁମୁହିଁ

ଭୁବନେଶ୍ୱର ରାଜମହଲ ଛକରେ ଗାଡ଼ି ଯାଞ୍ଚ ବେଳେ ଜନତା -ପୋଲିସ ମୁହାଁମୁହିଁ। ନୂଆ ଟ୍ରାଫିକ୍‌ ନିୟମକୁ ନେଇ ପ୍ରବଳ ଉତ୍ତେଜନା। ଜରିମାନା ଆଦାୟ ନେଇ ରାଜମହଲ ଛକ ପାଲଟିଲା ରଣକ୍ଷେତ୍ର। ପୋଲିସ ଗାଡ଼ିର କାଗଜପତ୍ର ଠିକ ନଥିବା ଅଭିଯୋଗରେ ପୋଲିସ ଅଧିକାରୀଙ୍କୁ ଘେରିଲେ ଉତ୍ତ୍ୟକ୍ତ ଲୋକେ। ଘଟଣାସ୍ଥଳରେ…

ଗୁଣୁପୁର ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା, ଜିଲ୍ଲା ପରିଷଦ ସଭ୍ୟ ଓ ସମିତି ସଭ୍ୟଙ୍କ ମଧ୍ୟରେ ହାତାହାତି

ଗୁଣୁପୁର ପଞ୍ଚାୟତ ସମିତି ବୈଠକରେ ମାରପିଟ୍‌ । ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱୀନି ଗମାଙ୍ଗ ଓ ସମିତି ସଭ୍ୟ ଶ୍ରୀଧର ଶବରଙ୍କ ମଧ୍ୟରେ ହାତାହାତି ପରିସ୍ଥିତି । କୋରମ ଅଭାବ ସତ୍ତ୍ୱେ ବୈଠକ ହେଉଥିବା ଘଟଣାକୁ ନେଇ ସମିତି ସଭ୍ୟ ଆପତି ଉଠାଇବା ପରେ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ପ୍ରଥମେ କଥା କଟାକଟି…