Browsing Tag

gajapati news

ଗଜପତିରେ ବଢ଼ି ଚାଲିଛି ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ : ପୁଣି ପିକଅପ ଭ୍ୟାନ୍ ସହ ୫ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ…

ମୋହନ: କରୋନାକୁ ନେଇ ସାରା ରାଜ୍ୟ ଆତଙ୍କିତ ଥିବାବେଳେ ଗଜପତି ଜ଼ିଲ୍ଲାରେ କିନ୍ତୁ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଗତ କିଛି ଦିନ ଧରି ଜ଼ିଲ୍ଲା ର ଅଡବା, ମୋହନା ଏବଂ ରା. ଉଦୟଗିରି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇ…

ଘର ଭିତରେ ଥିବା ଭୂତଳ ସୁଡ଼ଙ୍ଗରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ତିନି ଭାଇଙ୍କ ଜୀବନ

ଗଜପତି: ଘର ଭିତରେ ଥିବା ଭୂତଳ ସୁଡ଼ଙ୍ଗରେ ପଶି ୩ ଭାଇଙ୍କ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଗଜପତି ଅଡବା ଥାନା ବିରିକୋଟ ଗାଁରେ। ଗତକାଲି ରାତି ପାଖାପାଖି ୯ଟା ବେଳେ ଘର ଭିତରେ ଥିବା ଏକ ସୁଡ଼ଙ୍ଗ ଭିତରୁ କିଛି ସାମଗ୍ରୀ ଆଣିବାକୁ ପ୍ରଥମେ ମଝିଆ ଭାଇ ସଞ୍ଜୀବ(୨୭) ଯାଇଥିଲେ । ତେବେ…

ଗଜପତି: ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ଆଦିବାସୀ ଅଧ୍ୟୁଷିତ ତଇ ଗାଁର କିଛି ଚାଷୀ, ପ୍ରଥମ ଥର ପାଇଁ ପାହାଡିଆ ଜମିରେ…

ଗଜପତି: ଏ ହେଉଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ତଇ ଗ୍ରାମ । ଗାଁଟି ଛୋଟ ହୋଇଥିଲେ ମଧ୍ୟ ଜିଲ୍ଲାରେ ପ୍ରଥମ ଥର ପାଇଁ ପିଆଜ ଚାଷ କରି ଆଦର୍ଶ ପାଲଟିଛନ୍ତି ଗ୍ରାମବାସୀ । ୨୮ ଗୋଟି ଘର ଥିବା ଏହି ଗ୍ରାମରେ ଯାହା ଘରେ ଦେଖିବ ଖାଲି କ୍ୟୁଣ୍ଟାଲ୍ କ୍ୟୁଣ୍ଟାଲ୍ ପିଆଜ । ତାହା ପୁଣି…