ଜୁଆଖେଳ ଚାଲିଥିବା ବେଳେ ଆସିକା ଥାନା ପୋଲିସର ଚଢ଼ାଉ, ୮ ଜୁଆଡି ଗିରଫ
ଭଞ୍ଜନଗର(କେନ୍ୟୁଜ୍): ଜୁଆଖେଳ ଚାଲିଥିବା ବେଳେ , ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସର ଚଢ଼ାଉ । ଘଟଣାସ୍ଥଳରୁ ୮ ଜଣ ଜୁଆଡିଙ୍କୁ କଲା ଗିରଫ । ଏହାସହ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୫୪ ହଜାର ଟଙ୍କା , ୪ ଟି ମୋଟର ସାଇକେଲ ଓ ୮ ଟି ମୋବାଇଲ ଜବତ କରିଛି ପୋଲିସ୍ ।
ଆସିକା ଥାନା ଅନ୍ତର୍ଗତ…