Browsing Tag

ganesh puja cancelled for corona

ଆଜି ଗଣେଶ ଚତୁର୍ଥୀ, କରୋନା କଟକଣା ଯୋଗୁ ଘରେ ସୀମିତ ରହିବ ଚଳିତ ବର୍ଷର ପୂଜା

ଭୁବନେଶ୍ବର: ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନ, ଗଣପତିଙ୍କ ଆବାହନ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା। ଅଗ୍ରପୂଜ୍ୟଙ୍କ ଆବାହନରୁ ଆରମ୍ଭ ହେବ ପାର୍ବଣ ଋତୁ । ପ୍ରତ୍ଯେକ ବର୍ଷ ଏହି ପର୍ବ ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ମାନ୍ଯତା ରହିଛି ଯେଉଁ ବ୍ଯକ୍ତି…

ଟ୍ବିନ୍ ସିଟିରେ ଚଳିତ ବର୍ଷ ହେବନାହିଁ ଗଣେଶ ପୂଜା, କମିଶନରେଟ ପୋଲିସ୍ ପକ୍ଷରୁ ଟ୍ଵିଟ କରି ଦିଆଗଲା ସୂଚନା

ଭୁବନେଶ୍ୱର:କରୋନା ଯୋଗୁ ପୂଜା ବନ୍ଦ । ଭୁବନେଶ୍ୱର ଓ କଟକରେ ଏବର୍ଷ ହେବ ନାହିଁ ଗଣେଶ ପୂଜା । ବିଭିନ୍ନ ମଣ୍ଡପରେ ଅଗ୍ରପୂଜ୍ୟଙ୍କ ଆବାହନ କରାଯିବ ନାହିଁ । ଯିଏ ଚାହିଁବେ ନିଜ ନିଜ ଘରେ ପୂଜା କରି ପାରିବେ । ସାମୁହିକ ପୂଜାକୁ ମନା । ଧାର୍ମିକ କାର୍ଯ୍ୟରେ ଅଧିକ ଜନସମାଗମକୁ ବାରଣ କରାଯାଇଛି ।…