Below header
Browsing Tag

ganja tree

କୋରାପୁଟ: ଅପରେସନ ଗ୍ରୀନ୍‌ କ୍ଲିନ୍‌ରେ ପୋଲିସକୁ ସଫଳତା, ୧୦ କୋଟିର ଗଞ୍ଜେଇ ଗଛ ନଷ୍ଟ

କୋରାପୁଟ(କେନ୍ଯୁଜ୍): ଅପରେସନ ଗ୍ରୀନ୍‌ କ୍ଲିନ୍‌ରେ ପୋଲିସକୁ ସଫଳତା । ୧୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ । କୋରାପୁଟ ବୈପାରୀଗୁଡା ଥାନା ମାଙ୍କିଡି ଗାଁ ନିକଟରେ ୭୮ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ ହୋଇଛି। ବୈପାରୀଗୁଡା ଥାନା, ବନବିଭାଗ, ଅବକାରୀ ବିଭାଗ ଏବଂ ତହସିଲର ମିଳିତ ଉଦ୍ୟମରେ…

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ, ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ଗଂଜେଇ ଚାଷ ନଷ୍ଟ

ବାଲିଗୁଡା(କେନ୍ଯୁଜ୍): କନ୍ଧମାଳ ଜିଲ୍ଲା ପୋଲିସର ଅପେରସନରେ ଜାରି ରହିଛି ଗଂଜେଇ ଚାଷ ନଷ୍ଟ ଅଭିଯାନ । ଚାରି କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ଗଂଜେଇ ଚାଷ ପୁଣି ନଷ୍ଟ କରିଛି କ. ନୂଆଗାଁ ଥାନା ପୋଲିସ ଓ ଅବକାରୀ ବିଭାଗ। କ. ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ନେତୃତ୍ୱରେ ପୋଲିସ…