Below header
Browsing Tag

garuda

ଆସନ୍ତାକାଲି ଚିଲିକା ବଡ଼କୁଳରେ ଲୋକାର୍ପିତ ହେବ ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ-ଗରୁଡ଼

ଟାଙ୍ଗୀ(କେନ୍ୟୁଜ୍‌): ଆସନ୍ତାକାଲି ଚିଲିକା ବଡ଼କୁଳରେ ଲୋକାର୍ପିତ ହେବ ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ । ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍‌ ଦ୍ୱାରା ଆସନ୍ତା କାଲି ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ ଲୋକାର୍ପିତ ହେବ।…

ଶ୍ରୀକ୍ଷେତ୍ରରୁ ଉଦ୍ଧାର ହେଲା ଗରୁଡ଼ ପକ୍ଷୀ, ଭଲରେ ଦେଖିନିଅନ୍ତୁ କାରଣ ଏହି ପକ୍ଷୀଟି ଏବେ ବିଲୁପ୍ତ ପ୍ରାୟ

ପୁରୀ(କେନ୍ୟୁଜ୍):  ପୁରୀରୁ ଉଦ୍ଧାର ହେଲା  ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ ପକ୍ଷୀ । ଶ୍ରୀକ୍ଷେତ୍ର ପୁରୀରୁ ପ୍ରଥମଥର ପାଇଁ ଏହି ପକ୍ଷୀଟି ଉଦ୍ଧାର କରାଯାଇଛି । ପୁରୀ ସଦର ଥାନା ଛଇତନା ପଞ୍ଚାୟତ ଅନ୍ତର୍ଗତ ଗଇଣ୍ଡୋଳ ଗାଁରୁ ଏହି ଗରୁଡ଼ ପକ୍ଷୀ ଉଦ୍ଧାର ହୋଇଛି। ଏହି ପ୍ରଜାତିର ପକ୍ଷୀ ଧିରେ…