Browsing Tag

ghost train

ଟନେଲରେ ପଶିବା ପରେ ଅଚାନକ ଗାଏବ ହୋଇଗଲା ଟ୍ରେନ୍‌, ଜାଣନ୍ତୁ ସେଥିରେ ଥିବା ୧୦୪ ଜଣ ଯାତ୍ରୀଙ୍କର କ’ଣ ହେଲା?

Ghost Train ବା ଭୂତ ଟ୍ରେନ୍‌ର ରହସ୍ୟ ଆଜି ବି ଲୁକ୍କାୟିତ। କୁହାଯାଏ ଯେ ଏହା ଏକ ଏମିତି ଟ୍ରେନ୍‌, ଯାହାର ଯାତାୟାତ ପାଇଁ କୌଣସି ସ୍ୱତନ୍ତ୍ର ସମୟ ନିର୍ଘଣ୍ଟ ନଥାଏ। ଏହି ଟ୍ରେନ୍‌ ନିଜ ମନ ଇଚ୍ଛା ଚଳାଚଳ କରିଥାଏ। ଗୋଟିଏ ମୁହୂର୍ତ୍ତରେ ଏହି ଟ୍ରେନ୍‌ ଅଚାନକ ସାମ୍ନାକୁ ଆସିଯାଉଥିବା ବେଳେ…