Browsing Tag

gift for couple

ନବ ଦମ୍ପତିଙ୍କୁ ଉପହାର ଦେବେ ସରକାର, ସେପ୍ଟେମ୍ବର ମାସରୁ ଲାଗୁ ହେବ ଯୋଜନା

ନବ ଦମ୍ପତ୍ତିଙ୍କୁ ଏକ ନୂଆ ଗିଫଟ ଦେବେ ରାଜ୍ୟ ସରକାର । ଏଣିକି ମାଗଣାରେ ନୂଆ ବାହାହୋଇଥିବା କପଲ ମାନଙ୍କୁ ମାଗଣାରେ କଣ୍ଡୋମ ବାଣ୍ଟିବେ ସରକାର । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପରିବାର ନିୟୋଜନ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ସ୍ୱତନ୍ତ୍ର ଉପହାର…