Browsing Tag

GIMs app

ହ୍ଵାଟସ୍‌ଆପ ଏବଂ ଟେଲିଗ୍ରାମ୍‌ ଭଳି ଭାରତ ସରକାର ଆଣୁଛନ୍ତି GIMs ଆପ୍‌, ଜାଣନ୍ତୁ କେଉଁ ଫୋନ୍‌ରେ କରିପାରିବେ ବ୍ୟବହାର

ଭାରତ ସରକାର ଖୁବ୍‌ଶୀଘ୍ର ହ୍ଵାଟସ୍‌ଆପ ଏବଂ ଟେଲିଗ୍ରାମ୍‌ ଭଳି ଏକ ମଲ୍ଟିମିଡିଆ ମେସେଜିଙ୍ଗ୍‌ ଆପ୍‌ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏବେ ଏହାର ଟେଷ୍ଟିଂ ଚାଲିଛି। ଏହି ଆପ୍‌ର କୋଡ୍‌ ନାଁ ହେଉଛି GIMs ଅର୍ଥାତ୍‌ ଗଭର୍ନମେଣ୍ଟ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍‌ ସିଷ୍ଟମ୍‌। ସବୁଠାରୁ ବଡ଼ କଥା ହେଲା,…