Below header
Browsing Tag

girl

ଆଇସ୍କ୍ରିମ ପାଇଁ ଗଲା ୯ ବର୍ଷ ଝିଅର ଜୀବନ, କାରଣ ଜାଣି ହେବ ନାହିଁ ବିଶ୍ବାସ

ଲଣ୍ଡନ : ସ୍ପେନରେ ଛୁଟି ବିତାଉଥିବା ୯ବର୍ଷର ଝିଅର ଆଇସ୍କ୍ରିମ୍ ଖାଇବା କାରଣରୁ ମ୍ରୁତ୍ୟୁ ହୋଇଛି। ଇଂଲଣ୍ଡର ବାସିନ୍ଦା ଝିଅର ପରିବାରର କହିବାନୁଯାୟୀ, ନାବାଳିକା ଜଣଙ୍କୁ ବାଦାମରୁ ଆଲର୍ଜି ରହିଥିଲା। ଏହି ସମୟରେ ଆଇସ୍କ୍ରିମ୍ ମଧ୍ୟରେ ବାଦାମ ରହିଥିଲା କିନ୍ତୁ ଏହା ବିଷୟରେ ନାବାଳିକା ଜଣଙ୍କ…

ଫିଲ୍ମ ନୁହଁ ରିୟଲ ଲାଇଫ୍, ୨୫୦ ଝିଅଙ୍କର ସୁରକ୍ଷା ଦାୟିତ୍ବ ଗ୍ରହଣ କଲେ ୧୩ ବର୍ଷର ନାବାଳିକା

ଆମ ସାଧାରଣତଃ ଫିଲ୍ମ ଦେଖିବା ସମୟରେ ତାହାର କାହାଣୀକୁ ନିଜ ଜୀବନ ସହ ସଂଯୋଗ କରିଦେଇଥାଉ। କିନ୍ତୁ ନିକଟରେ ଶୁଣିବାକୁ ମିଳିଥିବା ଏକ ଘଟଣା ଫିଲ୍ମର ଏକ କାହାଣୀ ନୁହଁ ବାସ୍ତବିକ ଜୀବନ। ଆପଣ ବଲିଉଡ଼ର ଖିଲାଡ଼ି କୁମାରଙ୍କ ସୁପରହିଟ୍ ଫିଲ୍ମ ପ୍ୟାଡ଼ମ୍ୟାନ ନିହାତି ଦେଖିଥିବେ। ଫିଲ୍ମଟି ଅନେକ…

ଲିଫ୍ଟରେ ମହିଳା ୪ ବର୍ଷର ନାବାଳିକା ସହ କଲେ ଏପରି କାମ, ଭିଡ଼ିଓ ଦେଖି ଟାଙ୍କୁରିବ ଲୋମ

ମୁମ୍ବାଇ : ଲିଫ୍ଟରେ ଜଣେ ମହିଳା ଏକ ୪ବର୍ଷର ନାବାଳିକା ସହ ଏପରି କିଛି କରୁଛନ୍ତି, ଯାହା ଦେଖି ସାଧାରଣ ଲୋକଙ୍କର ଲୋମଟାଙ୍କୁରି ଯିବ। ଏହାର ଭିଡ଼ିଓ ନିକଟରେ ସୋସିଆଲ ମିଡ଼ିଆରେ ବହୁ ସଂଖ୍ଯାକ ଭାଇରାଲ ହେଉଛି। ଘଟଣାଟି ମୁମ୍ବାଇର ସବର୍ବନ ଟ୍ରାମୱେର ବିଲଡ଼ିଂର ଲିଫ୍ଟରେ ଜଣେ ମହିଳା ୪ବର୍ଷର…