Below header
Browsing Tag

girls hostel

ରାଜଧାନୀରେ ହଷ୍ଟେଲ ମାଳ ମାଳ: କେଉଁଠି ସୁବିଧା ତ ଆଉ କେଉଁଠି ଅସୁବିଧା

ରାଜଧାନୀ ଭୁବନେଶ୍ୱର ଏବେ ସ୍ମାର୍ଟ ହୋଇଯାଇଛି। ଫଳରେ ଏବେ ସମସ୍ତେ ସ୍ମାର୍ଟ ସିଟି ବୋଲି କହୁଛନ୍ତି। ଭୁବନେଶ୍ୱର ସ୍ମାର୍ଟ ହେବା ସହ ଏଠାରେ ଶିକ୍ଷା ବ୍ୟବସ୍ଥା ବି ଧୀରେ ଧୀରେ ଉନ୍ନତି କରୁଛି। ବିଭିନ୍ନ କୋଚିଂ ସେଣ୍ଟର, ଇନ୍‌ଷ୍ଟିଚ୍ୟୁଟ୍‌, ଅଫିସ୍‌, ମଲ୍‌ ସଂଖ୍ୟା ବି ଧୀରେ ଧୀରେ ବଢ଼ୁଛି।…

ଭୁବନେଶ୍ବର: ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର,  ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ବର: ମହିଳା ହଷ୍ଟେଲରୁ ଛାତ୍ରୀଙ୍କୁ ମର ଶରୀର ଉଦ୍ଧାର ଛାତ୍ରୀଙ୍କ ନାମ ପ୍ରଜ୍ଞାପ୍ରିୟଦର୍ଶିନୀ ସାହୁ ଓ ତାଙ୍କ ଘର ଯାଜପୁର ଜିଲ୍ଲା  ସୁକିନ୍ଦାରେ ବୋଲି ଜଣା ପାଡିଛି।  ମୃତ୍ୟୁର କାରଣ କିଛି  ଜଣା ପଡିନାହିଁ। କିନ୍ତୁ ଛାତ୍ରୀ ଜଣଙ୍କର ଶରୀର ଏକ ଓଢଣୀ ମାଧ୍ୟମରେ ଫ୍ୟାନରେ ଝୁଲିଥିବାର…