ଚାଲିଛି ମା’ କଳାପାଟଙ୍କ ଯାତ୍ରା, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଗହଳି
ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ପ୍ରତ୍ୟକ ସ୍ଥାନର ରହିଛି ଭିନ୍ନ ମାହାତ୍ମ୍ୟ । ସେଥିପାଇଁ ସମସ୍ତ ସ୍ଥାନରେ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଇଥାଏ । ସେହିଭଳି ଶନିବାର ଠାରୁ ଆରମ୍ଭ ହୋଇଯାଇଛି ମା' କଳାପାଟଙ୍କ ଯାତ୍ରା । ଏଠାରେ ମହା ଆଡ଼ମ୍ବର ସହକାରେ ପାଳନ ହୋଇଥାଏ…