Browsing Tag

gold jewellary

୯୩ ବୟସରେ ପତ୍ନୀଙ୍କୁ ପିନ୍ଧାଇଲେ ସୁନା ହାର, ଭିଡିଓ ହେଲା ଭାଇରାଲ

ପ୍ରେମରେ ବୟସ କଣ ଯେ, ପ୍ରେମ ଶାଶ୍ୱତ, ଚିରନ୍ତନ । ଏହି ଉକ୍ତିକୁ ଯଥାର୍ଥ କରିଛନ୍ତି ଜଣେ ୯୩ ବର୍ଷୀୟ ବୃଦ୍ଧ ପରିଣତ ବୟସରେ ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲେ । ଆଉ ମଙ୍ଗଳସୂତ୍ର ପିନ୍ଧାଇବାବେଳେ ହେଲେ ଭାବପ୍ରବଣ । କୁହାଯାଏ, ପ୍ରେମର କୌଣସି ବୟସ ନାହିଁ । ଏହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି…

ବାଇକ୍‌ ଡିକି ଭାଙ୍ଗି ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର, ମୁଣ୍ଡରେ ହାତ ଦେଲେ ଦୋକାନୀ

ଆନନ୍ଦପୁର : କେମିତି ହତାଶ ଏ ବ୍ୟକ୍ତି ଜଣଙ୍କ । କହୁ କହୁ କାନ୍ଦି ପକାଉଛନ୍ତି । ସଙ୍ଗେ ସଙ୍ଗେ ବାଇକ ରଖି ପାଣି ଆଣିବାକୁ ଗଲେ ଯେ ଆସି ଦେଖିଲାବେଳକୁ ବାଇକରେ ନାହିଁ ସୁନା ରୂପା ଟଙ୍କା ଥିବା ବ୍ୟାଗ୍‌ । ବାଇକ୍‌ ଡିକି ଭାଙ୍ଗି ଆଖି ପିଛୁଳାକେ ଲୁଟ୍‌ । ଛେନାପଦିଛକ ଜୟନ୍ତୀ ଜୁଏଲରୀ ଦୋକାନ…

ଆଉ ବିକ୍ରି କରିପାରିବେନି ପୁରୁଣା ସୁନା ଗହଣା

ପୁରୁଣା ସୁନା ଅଳଙ୍କାର ବିକ୍ରି ଉପରେ ଲାଗିଲା ରୋକ । ଦେଶରେ ଏବେ ମହିଳାମାନେ ସେମାନଙ୍କର ପୁରୁଣା ସୁନା ଅଳଙ୍କାର ଆଉ ବିକ୍ରି କରିପାରିବେ ନାହିଁ । ଏବେ ସରକାର ସୁନାର ହଲମାର୍କିଂ, ସୁନା କିଣିବା ଓ ବିକିବା ପାଇଁ ନୂଆ ନିୟମ ଜାରି କରିଛନ୍ତି । ନୂଆ ନିୟମ ଅନୁଯାୟୀ ଗତ ୧ ଏପ୍ରିଲ ୨୦୨୩ରୁ…

ଗଞ୍ଜାମ: ଜବତ ହେଲା ଚୋରି ହୋଇଥିବା ସାଢେ ୬ କେଜି ଓଜନର ସୁନା ଗହଣା, ୧୫ ଗିରଫ

ଗଞ୍ଜାମ(କେ ନ୍ୟୁଜ): ଗଞ୍ଜାମ ପୋଲିସକୁ ଏକ ବଡ ସଫଳତା ମିଳିଛି । ଜବତ ହୋଇଛି ସାଢେ ୬କେଜି ଓଜନର ସୁନା ଗହଣା । ଏହାକୁ ନେଇ ୧୦ଜଣ ଚୋରଙ୍କ ସମେତ ୧୫ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ନଗଦ ୪ ଲକ୍ଷ ୪୦ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଗତ ମାସ ଅର୍ଥାତ ଅକ୍‌ଟୋବର ମାସ ୧୨ ତାରିଖରେ ରେ…