Browsing Tag

google chrome hack

ଗୁଗଲ କ୍ରୋମ୍‌ ୟୁଜର୍ସ ସାବଧାନ! ହ୍ୟାକର୍ସ ଏବେ ନୂଆ ଟେକ୍ନିକ୍‌ରେ କରୁଛନ୍ତି ଆଟାକ୍‌, ଏମିତି ରୁହନ୍ତୁ ସୁରକ୍ଷିତ

ଗୁଗଲ ନିଜ ସମସ୍ତ ୟୁଜର୍ସଙ୍କୁ ଏକ ନୂଆ ବିପଦ ଆଶଙ୍କା କରି ଚେତାବନୀ ଦେଇଛି। ଗୁଗଲର ସୂଚନା ମୁତାବକ, କମ୍ପ୍ୟୁଟରରେ ଗୁଗଲ କ୍ରୋମ୍‌ ବ୍ରାଉଜର ମାଧ୍ୟମରେ ହ୍ୟାକର୍ସମାନେ ଡାଟା ଚୋରି କରୁଛନ୍ତି। ଜିରୋ ଡେ’ ନାମକ ଏହି ବିପଦ ଏବେ କୋଟି କୋଟି କ୍ରୋମ୍‌ ୟୁଜରଙ୍କ ଡାଟାକୁ ଚୋରି କରିବାରେ ସକ୍ଷମ…