Below header
Browsing Tag

government quarter

ସରକାରୀ ଘର ଛାଡିବେ ପୂର୍ବତନ ସାଂସଦ ଓ ଅବସରପ୍ରାପ୍ତ ଅଧିକାରୀ

ନୂଆଦିଲ୍ଲୀ(କେନ୍ୟୁଜ୍): ସରକାରୀ ଘର ଛାଡିବେ ପୂର୍ବତନ ସାଂସଦ ଓ ଅବସରପ୍ରାପ୍ତ ଅଧିକାରୀ । ଦିଲ୍ଲୀ ଲୁଟିୟନ୍‌ରେ ସରକାରୀ ଘରେ ରହୁଥିବା ପୂର୍ବତନ ସାଂସଦ ଓ ଅପସରପ୍ରାପ୍ତ ଅଧିକାରୀ ଘର ଛାଡିବେ । ଏନେଇ ଗତକାଲି ଲୋକସଭାରେ ସର୍ବସମ୍ମତି କ୍ରମେ ସାର୍ବଜନୀନ ପରିସର ସଂଶୋଧିତ ବିଲ୍‌ ପାସ୍‌ ହୋଇଛି…