Browsing Tag

grave-yard

ଶବ ସତ୍କାର କରିବାକୁ ଯାଇଥିବା ବେଳେ ଘଟିଲା କିଛି ଏପରି, ସ୍ତବ୍ଧ ହେଲା ପୁରା ଗାଁ

ଆସିଲା ଅକାଳ ମୃତ୍ୟୁ । ଶ୍ମଶାନକୁ ଯାଇଥିଲେ ଶବ ସତ୍କାର ପାଇଁ କିନ୍ତୁ ନିଜେ ପାଲଟିଗଲେ ଶବ । ମୃତ୍ୟୁ ଯେ କାହା ଭାଗ୍ୟରେ କେତେବେଳେ ଆସେ ତାହା କହିବା ମୁସ୍କିଲ । ଆଉ ଜଣେ ଜୀବିତ ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ଯାଇଥିବା ସମୟରେ ସେଠାରେ ନିଜେ ଶବ ପାଲଟି ଯିବା କଥା ଶୁଣିଲେ…

ମଶାଣିରେ ପାଳନ କରୁଥିଲେ ଜନ୍ମଦିନ, ଆଉ ତା’ ପରେ ଯାହା ଘଟିଲା…

ମଶାଣିକୁ ମଣିଷ କେବଳ ଜୀବନରେ ଗୋଟେ ଥର ଯାଏ, ତା’ ପୁଣି ମୃତ୍ୟୁ ପରେ। ଏହା ଏପରି ଏକ ଜାଗା ଯେଉଁଠିକୁ ମଣିଷ ନିଜ ଇଚ୍ଛାରେ ନୁହେଁ ବରଂ ଈଶ୍ୱରଙ୍କ ଇଚ୍ଛାରେ ଯାଏ। ଆପଣ ନିଜର ଜନ୍ମଦିନ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ପାଳନ କରିଥିବେ। ନ ହେଲେ ଘରେ କିମ୍ବା ପାର୍କରେ। କିନ୍ତୁ କେବେ…