ଲଙ୍କା ଖାଇଲେ କାହିଁକି ନାକ, ଆଖିରୁ ବାହାରେ ପାଣି ?
ଆପଣଙ୍କ ସହ ବି ଏମିତି ହେଉଥିବ ନିଶ୍ଚୟ । ମାନେ ଆଖି ନାକରୁ ଏକା ସଂଗେ ପାଣି ବାହାରିବା । ବହୁତ ରାଗ ଖାଆନ୍ତି କି ? ତେବେ ଏ ସମସ୍ୟା ମଧ୍ୟ ଆପଣଙ୍କଠାରେ ନଶ୍ଚୟ ଦେଖିବାକୁ ମିଳୁଥିବ । ଏମିତିକି ମୁହଁରୁ ଆପଣଙ୍କର ସୁ ସା ଶବ୍ଦ ବାହାରୁଥିବ । କିନ୍ତୁ କେବେ ଆପଣ ଭାବିଛନ୍ତି କି ପାଟି ଭିତରେ…