Browsing Tag

grenade attack

ମଣିପୁର ହିଂସା: ଗ୍ରାମ୍ୟ ବିକାଶ ମନ୍ତ୍ରୀଙ୍କ ଘର ବାହାରେ ଗ୍ରେନେଡ୍‌ ଆକ୍ରମଣ, ସିଆର୍‌ପିଏଫ୍‌ ଯବାନ ଆହତ

ମଣିପୁରରେ ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। କ୍ରମାଗତ ଭାବେ ସେଠାରେ ହିଂସାକାଣ୍ଡ ଘଟି ଚାଲିଛି। ଉଗ୍ରବାଦୀମାନେ ଜନ ପ୍ରତିନିଧିମାନଙ୍କୁ ମଧ୍ୟ ଲଗାତାର ଟାର୍ଗେଟ୍‌ କରୁଛନ୍ତି। ଏବେ ଇମ୍ଫାଲ ପଶ୍ଚିମରେ ରାଜ୍ୟ ଗ୍ରାମ୍ୟ ବିକାଶ ମନ୍ତ୍ରୀ ଓ୍ଵାଇ ଖେମଚାନ୍ଦଙ୍କ ଘର ବାହାରେ ଗ୍ରେନେଡ ଆକ୍ରମଣ…

ଜମ୍ମୁ କଶ୍ମୀରର ଅନନ୍ତନାଗରେ ଗ୍ରେନେଡ୍‌ ହମ୍‌ଲା, ୧୦ ଆହତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର ଅନନ୍ତନାଗରେ ଗ୍ରେନେଡ୍‌ ହମ୍‌ଲା। ଡେପୁଟୀ କମିଶନରଙ୍କ ଅଫିସ ଆଗରେ ଏହି ଆକ୍ରମଣ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ଜଣେ ପୋଲିସ କର୍ମଚାରୀ ଓ ସାମ୍ବାଦିକ। ଅଜଣା ଆତଙ୍କବାଦୀ ଏହି ହମ୍‌ଲା କରିଥିବା ସୂଚନା ମିଳିଛି। ଗ୍ରେନେଡ୍‌…