ଏପରି ବନାନ୍ତୁ କ୍ରିସପି ଗୁଲଗୁଲା, ଥରେ ବନାଇଲେ ଜିତିବେ ସମସ୍ତଙ୍କ ମନ
ଗୁଲଗୁଲା ହେଉଛି ଭାରତର ବହୁତ ଲୋକପ୍ରିୟ ସ୍ୱିଟ୍ ଡିସ୍। ଏହାକୁ ପର୍ବପର୍ବାଣୀ ବ୍ୟତୀତ ସନ୍ଧ୍ୟାର ଟିଫିନରେ ବି ତିଆରି କରାଯାଏ। ଉତ୍ତର ଭାରତର କିଛି ସ୍ଥାନରେ ବାର୍ଥଡେରେ ଗୁଲଗୁଲା ତିଆରି କରାଯାଏ। ଏହାର ସ୍ୱାଦ ଯେତିକି ଲାଜବାବ୍ ଖାଇବାକୁ ବି ସେତିକି ଟେଷ୍ଟି। ତେବେ ଆପଣ ଗୁଲଗୁଲା ତ…