Below header
Browsing Tag

gun dealers

କଟକ ଶିଖରଘାଟ ବ୍ରିଜ ନିକଟରୁ ୨ ବନ୍ଧୁକ ବେପାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ

କଟକ : କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ୨ ବନ୍ଧୁକ ବେପାରୀ । ୬ ବନ୍ଧୁକ, ୨ ପିସ୍ତଲ ଓ ୨୦ ଗୁଳି ଜବତ । ଜଗତସିଂହପୁରର ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ । ସେମାନେ ହେଲେ ସୁରେଶ କୁମାର ଦାସ ଓରଫ କାଳିଆ ଓ ସୌମ୍ୟରଂଜନ ଦଳାଇ । କଟକ ଜିଲ୍ଲା ନିଆଳି ଥାନା ଶିଖରଘାଟ ବ୍ରିଜ…

ରାଜଧାନୀରେ ପୁଣି ଗନ୍‌ ଡିଲ୍, କମିଶନରେଟ୍‌ ପୋଲିସ ହାତରେ ଧରା ପଡିଲେ ୨ ବେପାରୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ଆଉ ଏକ ଗନ୍‌ ଡିଲ୍ ଘଟଣା ପଦାକୁ ଆସିଛି ‌। କାରବାର ଅଭିଯୋଗରେ ପୋଲିସ ହାତରେ ଧରା ପଡିଲେ ୨ ବେପାରୀ । ଖଣ୍ଡିଗିରି ଅଞ୍ଚଳରୁ ୨ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଏହି ଦୁଇ ବେପାରୀ ଜଟଣୀରୁ…