Browsing Tag

gurupriya setu

ମାଲକାନଗିରିର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ଉଦ୍‌ଘାଟନକୁ ପୂରିଲା ବର୍ଷେ, ସ୍ୱାଭିମାନ ଅଞ୍ଚଳର ଏହା ପାଲଟିଛି…

ମାଲକାନଗିରି (କେନ୍ୟୁଜ୍): ମାଲକାନଗିରିର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନକୁ ବର୍ଷେ ପୂରିଲା। ଠିକ ବର୍ଷକ ତଳେ ବିଚ୍ଛିନ୍ନାଞ୍ଚଳକୁ ସଡ଼କ ପଥରେ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁକୁ ଲୋକାର୍ପଣ କରିଥିଲେ। ତା ପରଠାରୁ ଏହାକୁ ସ୍ୱାଭିମାନ ଅଞ୍ଚଳ ଭାବେ…