Below header
Browsing Tag

hailstorm

ହିଲ୍‌ ଷ୍ଟେସନ ନୁହେଁ କି ତୁଷାରପାତ…! ଗୁଜରାଟର ରାଜକୋଟରେ ସୃଷ୍ଟି ହେଲା ଶିମଲା-ମନାଲିର ଭ୍ରମ

ଗୁଜରାଟର ଅଧିକାଂଶ ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି। ଏହାରି ଭିତରେ ରାଜକୋଟ-ଅହମ୍ମଦାବାଦ ରାଜପଥରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ। ଏଠାରେ ହିଲ୍‌ ଷ୍ଟେସନ ପରି ରାସ୍ତା ଉପରେ ବିଛେଇ ହୋଇଯାଇଥିଲା ଧଳା ବରଫର ଚାଦର। ଏହି ଦୃଶ୍ୟ ରାଜପଥ ଦେଇ ଯାଉଥିବା ଲୋକମାନଙ୍କୁ…

ଜଳେଶ୍ୱରରେ ତାଣ୍ଡବ ରଚିଲା ପଶ୍ଚିମା ଝଡ଼: ଭାଙ୍ଗିଲା ଗଛ, ଉଡିଲା ଚାଳ

ଜଳେଶ୍ୱର (କେନ୍ୟୁଜ): ତାଣ୍ଡବ ରଚିଲା ପଶ୍ଚିମା ଝଡ଼। ଭାଙ୍ଗିଲା ବଡ଼ ବଡ଼ ଗଛ। ତୀବ୍ର ପବନରେ ଉଡିଗଲା ଅନେକ ଘରର ଚାଳ ଛପର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୋଟସାହି ପଞ୍ଚାୟତରେ ସଂଧ୍ୟାରେ ହୋଇଥିବା ପଶ୍ଚିମା ଝଡ଼ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ସ୍ଥାନରେ ବିଜୁଳି ଖୁଣ୍ଟ ଉପୁଡ଼ି…

ରାଜସ୍ଥାନରେ ପ୍ରବଳ କୁଆପଥର ବର୍ଷା, ଫସଲ ନଷ୍ଟ

ରାଜସ୍ଥାନ : ମରୁଭୂମିରେ ବର୍ଷା ହେବା ଆଶ୍ଚର୍ଯ୍ୟର କଥା । କିନ୍ତୁ ଯଦି ଏହି ବର୍ଷାରେ କୁଆପଥର ପଡେ ତେବେ କ’ଣ ହେବ। ରାଜସ୍ଥାନର ଜୈସେଲମେର ଅଞ୍ଚଳରେ ଗୁରୁବାର ରାତିରେ ପ୍ରବଳ କୁଆପଥର ବର୍ଷା ହୋଇଥିଲା। ଜୈସେଲମେର ସମେତ ବଦୋରା, ସମ୍‌, ଧନାନା, ପୋଖରନ, ରାମଦେବରା, ମୋନଗଡ ଏବଂ ରାମଗଢ ସମେତ…