Browsing Tag

half burnt bodies rescued

ମୟୁରଭଞ୍ଜ ଖାପରାସାହି ଗ୍ରାମରୁ ଅଧାପୋଡା ଶବ ଜବତ, ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖାପରାସାହି ଗ୍ରାମରେ ଗତକାଲି ଅପରାହ୍ନରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅଧାପୋଡା ଶବକୁ ଜବତ କରିଛି ପୋଲିସ । ଖାପରାସାହିର ଉଜ୍ଜ୍ୱଳ ଗାଗରାଇ (୪୭)ଙ୍କ ମୃତଦେହକୁ ଗାଁ ନିକଟରେ ସାହି ଭାଇ ମିଶି ସତ୍କାର କରୁଥିଲେ । ସେହି ସମୟରେ…