Below header
Browsing Tag

Hamas Israel war

ଇସ୍ରାଏଲ-ହାମାସ ମଧ୍ୟରେ ଯୁଦ୍ଧବିରତି, ୫୦ ଜଣ ବନ୍ଧକଙ୍କ ବଦଳରେ ବନ୍ଦ ହେବ ଚାରି ଦିନ ଯୁଦ୍ଧ

କିଛି ସମୟ ପାଇଁ ବନ୍ଦ ହେବ ଇସ୍ରାଏଲ-ହମାସ ଯୁଦ୍ଧ । ଅକ୍ଟୋବରରୁ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଚାଲିଛି । ପ୍ରକୃତରେ, ବୁଧବାର ଦିନ ଇସ୍ରାଏଲ୍ ସରକାର ହାମାସ ସହିତ ଚୁକ୍ତିନାମାକୁ ସମର୍ଥନ କରିଛନ୍ତି । ଚାରି ଦିନ ଯୁଦ୍ଧ ବନ୍ଦ କରିବା ବଦଳରେ ଘାଟିରେ ବନ୍ଧା ହୋଇଥିବା ୫୦ ଜଣ ମହିଳା ଏବଂ…

ଗାଜା ଅଲଶିଫା ହସପିଟାଲ ତଳେ ହମାସର କମାଣ୍ଡ ସେଣ୍ଟର, ହସପିଟାଲ ସାମ୍ନାରେ ଟ୍ୟାଙ୍କ ରଖିଲା ଇସ୍ରାଏଲ ସେନା

ଗାଜାପଟିର ସବୁଠାରୁ ବଡ ଅଲ ଶିଫା ହସପିଟାଲ ସାମ୍ନାରେ ଇସ୍ରାଏଲ ଏବଂ ଆତଙ୍କୀଙ୍କ ପ୍ରମୁଖ ଯୁଦ୍ଧ କେନ୍ଦ୍ର ପାଲଟିଛି । ଇସ୍ରାଏଲ ଦାବି କରିଛି କି, ଏହି ହସପିଟାଲ ସହରରେ ସବୁଠୁ ଅଧିକ ସୁବିଧା ଯୋଗାଉଛି, ତେଣୁ ହମାସ ଆତଙ୍କୀ ଏହାକୁ ବ୍ୟବହାର କରୁଛନ୍ତି । ଅଲ ଶିଫା ହସପିଟାଲ ତଳେ ହମାସ ବଡ…

ଗାଜାରେ ଧ୍ବଂସ ହେଉଛି ହମାସ ଠିକଣା: ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା

ନୂଆଦିଲ୍ଲୀ : ଗାଜାରେ ଧ୍ବଂସ ହେଉଛି ହମାସ ଠିକଣା । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା । ଶତ୍ରୁ ପକ୍ଷର ଅନେକ ସୁଡ଼ଙ୍ଗ ସହ ବହୁ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କଲାଣି । ଆଇଡିଏଫର ପ୍ରଚଣ୍ଡ ଆକ୍ରମଣ ପରେ ଗାଜା ଷ୍ଟ୍ରିପରୁ ନିୟନ୍ତ୍ରଣ ହରାଉଛି ହମାସ। ଯୁଦ୍ଧ ଭିତରେ ଇସ୍ରାଏଲ୍…

ଉତ୍ତର ଗାଜାରେ ୪ ଘଣ୍ଟା ଯୁଦ୍ଧ ବିରାମ ! ଲୋକଙ୍କୁ ସୁରକ୍ଷିତ ଭାବେ ଦକ୍ଷିଣକୁ ପଳାୟନ ପାଇଁ ସମୟ ଦେବ ଇସ୍ରାଏଲ

ନୂଆଦିଲ୍ଲୀ : ଗାଜାରେ ପ୍ରତିଦିନ ୪ ଘଣ୍ଟା ଯୁଦ୍ଧ ବିରାମ କରିବ ଇସ୍ରାଏଲ । ଉତ୍ତର ଗାଜାର ଲୋକଙ୍କୁ ସୁରକ୍ଷିତ ଭାବେ ଦକ୍ଷିଣକୁ ପଳାୟନ ଓ ମାନବୀୟ ସହାୟତାକୁ ତ୍ବରାନ୍ବିତ କରିବାକୁ ଯୁଦ୍ଧ ବିରାମ କରିବ । ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏହି ସୂଚନା ଦେଇଛି । ଗାଜାରେ ଘମାଘୋଟ ଯୁଦ୍ଧ ।…

ହମାସ୍‌ ଇସ୍ରାଏଲ ଯୁଦ୍ଧରେ ବୋମା ବର୍ଷଣ କରୁଛି AI, ମଣିଷ ନୁହେଁ ଧ୍ୱଂସଲୀଳା ଘଟାଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନସ୍‌

(କେନ୍ୟୁଜ୍‌) : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ‘ଏଆଇ’ । ଏହାକୁ ନେଇ ସାରା ବିଶ୍ୱରେ ଏବେ ଭାଳେଣି ପଡ଼ିଛି । ଏଆଇ ଆସିଲେ ମଣିଷ ସମାଜ ପ୍ରତି ବିପଦ । ଏଭଳି ବିତର୍କ ଚାଲିଛି । ମଣିଷର ସବୁ କାମ କରି ଦେବ ‘ଏଆଇ’ । ତେଣୁ ମଣିଷ କରିବ କଣ ? ଏଇ ପ୍ରଶ୍ନ ଏବେ ସମସ୍ତଙ୍କୁ ଘାରିଛି । ତେବେ ଏହାରି…

ହମାସ-ଇସ୍ରାଏଲ ଯୁଦ୍ଧକୁ ପୂରିଲା ମାସେ, ପ୍ରତିଶୋଧର ନିଆଁରେ ଛାରଖାର ଗାଜା

ନୂଆଦିଲ୍ଲୀ : ହମାସ-ଇସ୍ରାଏଲ ଯୁଦ୍ଧକୁ ମାସେ ପୂରିଲା। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମଲା କରିଥିଲା ହମାସ। ଗାଜାପଟିରୁ ଅଚାନକ ଇସ୍ରାଏଲ ଉପରେ ରକେଟ ବର୍ଷା କରିଥିଲା। ଇସ୍ରାଏଲକୁ ହମାସ ଆକ୍ରମଣର ସୁରାକ ମଧ୍ୟ ମିଳିନଥିଲା। ମାତ୍ର କେଇ ମିନିଟ ଭିତରେ ଇସ୍ରାଏଲ ଉପରେ ୫ ହଜାର ରକେଟ ବର୍ଷା…