Browsing Tag

handicapped singe

‘ଆଇ ଆମ୍‌ କାଳିଆ’ ଫିଲ୍ମରେ ଗୀତ ଗାଇଲେ ଦିବ୍ୟାଙ୍ଗ ସନ୍ତୋଷ ମହାନ୍ତି

କଟକ (କେନ୍ୟୁଜ୍‌) : ପ୍ରଥମ ଥର ଓଲିଉଡରେ ଗୀତ ଗାଇବାକୁ ସୁଯୋଗ ପାଇଛନ୍ତି ଦିବ୍ୟାଙ୍ଗ ସନ୍ତୋଷ କୁମାର ମହାନ୍ତି। ତାଙ୍କ ଘର ହେଉଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ। ବହୁତ ଭଲ ଗୀତ ଗାଆନ୍ତି ସନ୍ତୋଷ। ତେବେ ସିନେମାରେ ଗୀତ ଗାଇବାକୁ ତାଙ୍କର ଭାରି ଇଚ୍ଛା ଥିଲା । ତେଣୁ ସେ ଓଲିଉଡ ହାସ୍ୟ…