Below header
Browsing Tag

hanging body husband

ପାରିବାରିକ କଳହ: ଘର ଭିତରୁ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୟାଗଡ଼ (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି । ଘର ଭିତରୁ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୟାଗଡ ଜିଲ୍ଲା ରଣପୁର ରାଜସୁନାଖଳା ନୟରା ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଭଡା ଘରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ରଣପୁର ବ୍ଲକ ଗୋପାଳପୁର ଗାଁର ବେଣୁଧର ବେହେରା । ସ୍ବାମୀ…