Below header

ପାରିବାରିକ କଳହ: ଘର ଭିତରୁ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାରିବାରିକ କଳହର କରୁଣ ପରିଣତି । ଘର ଭିତରୁ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୟାଗଡ ଜିଲ୍ଲା ରଣପୁର ରାଜସୁନାଖଳା ନୟରା ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଭଡା ଘରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ରଣପୁର ବ୍ଲକ ଗୋପାଳପୁର ଗାଁର ବେଣୁଧର ବେହେରା ।

ନୟାଗଡ଼ (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି । ଘର ଭିତରୁ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୟାଗଡ ଜିଲ୍ଲା ରଣପୁର ରାଜସୁନାଖଳା ନୟରା ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଭଡା ଘରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ରଣପୁର ବ୍ଲକ ଗୋପାଳପୁର ଗାଁର ବେଣୁଧର ବେହେରା ।

ସ୍ବାମୀ ସ୍ତ୍ରୀଙ୍କ ଝଗଡାରୁ ସ୍ବାମୀ ବେକରେ ଚଦର ଗୁଡାଇ ଆତ୍ମହତ୍ୟା କରିଥିବା ସ୍ତ୍ରୀ କହିଛନ୍ତି । ମୃତ ବେଣୁଧର ରାଜସୁନାଖଳାର ଏକ ଗ୍ରୀଲ ଦୋକାନରେ କାମ କରୁଥିଲେ । ୧୩ ବର୍ଷ ପୂର୍ବେ ବେଣୁଥର ଗଞ୍ଜାମ ବୁଗୁଡା ଗାଁର ସୁବାଷ ରାଉତଙ୍କ ଝିଅ ରଶମିତାଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଖବର ପାଇ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.