Below header
Browsing Tag

hanging deadbody

ନବରଙ୍ଗପୁର: ଗୋଟିଏ ଗଛରେ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସମସ୍ତେ ଥିଲେ ସାଙ୍ଗ

ଉମରକୋଟ (କେନ୍ୟୁଜ୍):  ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ପଞ୍ଚାୟତର ଡଙ୍ଗରିଭଟା ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ ଗଛରେ ତିନି ଯୁବତୀ ଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଛି । ତିନି ଯୁବତୀଙ୍କ ପରିଚୟ ବି ପାଇଛନ୍ତି ଗାଁ ଲୋକ । ତିନି ଯୁବତୀ ତିନି ସାଙ୍ଗ…

କ୍ଲବ ଘରୁ ସନ୍ଦେହଜନକ ଭାବେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଯାଜପୁର (କେନ୍ୟୁଜ) : କ୍ଲବ ଘର ଭିତରୁ ଯୁବକଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନାନପୁର ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ହେଲେ ନାନପୁର ଗ୍ରାମର ବୈକୁଣ୍ଠ ନାୟକଙ୍କ ପୁଅ ମାନସ ନାୟକ। ଆଜି ଦିନ ୨ଟା ସମୟରେ କ୍ଲବ ଘରେ ମାନସର ଝୁଲନ୍ତା ମୃତଦେହ…

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଯାଜପୁର (କେନ୍ୟୁଜ): ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲି ପଞ୍ଚାୟତ ଅଧିନ ଢିଅସାହି ଗ୍ରାମରେ। ସୂଚନା ମୁତାବକ ବାଲିବିଲି ପଞ୍ଚାୟତ ଢିଅସାହି ଗ୍ରାମର ବିଦ୍ୟାଧର ଜେନାଙ୍କ ସାନ ପୁଅ ପ୍ରଭାତ ଜେନା(୩୫) ଉଦୟନାଥପୁର…