Below header
Browsing Tag

harpies virus

ବାଙ୍କୀ: ବାଆଁରାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ, ହର୍ପିସ୍‌ ଭୂତାଣୁ ଦ୍ୱାରା ହୋଇଥିଲା ଆକ୍ରାନ୍ତ

ବାଙ୍କୀ(କେନ୍ୟୁଜ୍): ବାଆଁରାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ । ୱାଇଲ୍‌ଡ ଲାଇଫ୍‌ ପିସିଏଫ୍‌ ଓ ପଶୁ ବିଶେଷଜ୍ଞ ଚିକିତ୍ସା ସତ୍ତ୍ୱେ ହାତୀଟିର ମୃତ୍ୟୁ ହୋଇଛି । ହାତୀଟି ହର୍ପିସ୍‌ ଭୂତାଣୁ ଦ୍ୱାରା ଆକ୍ରାନ୍ତ ଥିଲା । ଗତ ୨୫ ତାରିଖ ରାତିରେ ଚନ୍ଦକା ଅଭୟାରଣ୍ୟରୁ ଖାଦ୍ୟ ଅନେ୍ଵଷଣରେ ଆସିଥିବା…

ନନ୍ଦନକାନନ ପରେ ବିଭିନ୍ନ ସ୍ଥାନରେ ବ୍ୟାପୁଛି ହର୍ପିସ୍‌ ଭୂତାଣୁ, ଚନ୍ଦକା ବନଖଣ୍ଡ ଅଧୀନ ବାଆଁରା ପଶିଆ ପଡିଆରେ…

ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନ ପରେ ବିଭିନ୍ନ ସ୍ଥାନରେ ବ୍ୟାପୁଛି ହର୍ପିସ୍‌ ଭୂତାଣୁ। ଚନ୍ଦକା ବନଖଣ୍ଡ ଅଧୀନ ବାଆଁରା ପଶିଆ ପଡିଆରେ ମାଈହାତୀ ଅସୁସ୍ଥ ହୋଇଛି। ସ୍ଥାନୀୟ ଲୋକ ହାତୀକୁ ଦେଖି ଡମପଡ଼ା ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ୱାଇଲ୍‌ଡ ଲାଇଫ୍‌ ପିସିଏଫ୍‌ ଓ ପଶୁ ବିଶେଷଜ୍ଞ…