ମାଇଗ୍ରେନ ସମସ୍ୟା ଯୋଗୁ ପେନ୍କିଲର ଖାଉଛନ୍ତି କି ? ସାବଧାନ ହୋଇପାରନ୍ତି ଡିପ୍ରେସନ୍ର ଶିକାର, ଜାଣନ୍ତୁ ଏଥିରୁ…
ଆପଣମାନେ ତ ଜାଣିଥିବେ ଯେ ମାଇଗ୍ରେନ୍ ସମସ୍ୟାରେ ଏପରି ଅନୁଭବ ହୋଇଥାଏ, ଯେପରି କେହି ହାତୁଡ଼ିରେ ମୁଣ୍ଡକୁ ଆଘାତ କରୁଛି । ତେବେ ଏହି ସମସ୍ୟାରେ ସାଧାରଣ ଶବ୍ଦ ଶୁଣାଗଲେ ମଧ୍ୟ ଯେପରି ଲାଗେ କେହି କାନରେ ବୋମା ଫିଙ୍ଗିଛି । ଏହି ଯନ୍ତ୍ରଣା ଆପଣଙ୍କ ସେନ୍ସର ସିଷ୍ଟମକୁ ଖରାପ କରିଥାଏ । କେଉଁ…