chakulia panda : ହଜିନି ଚକୁଳିଆ ପଣ୍ଡାଙ୍କ ସ୍ୱର, ଆଜି ବି ଜୀବନ୍ତ ଓଡ଼ିଆ ପରମ୍ପରା
ପିପିଲି (କେନ୍ୟୁଜ) : ଗାଁ ଦାଣ୍ଡରୁ ଘର ଅଗଣା । ସକାଳୁ ସକାଳୁ ଶୁଭ ଗୀତ ଗାଇ ଲୋକଙ୍କ ଦୁଆରେ ପହଂଚନ୍ତି ଚକୁଳିଆ ପଣ୍ଡା । ମୁଣ୍ଡରେ ଚୁଡ଼ା ହାତରେ ଖଞ୍ଜଣି ଆଉ ମୁହଁରେ ପାରମ୍ପରିକ ଗୀତ । ଗୀତ ଗାଇ ଘରର ମଙ୍ଗଳ କାମନା କରିବା ସହ ଲୋକଙ୍କୁ ମନୋରଞ୍ଜନ ଦେବା ହେଉଛି ତାଙ୍କ ପରମ୍ପରା । ସମୟ…