Below header
Browsing Tag

heat wave waring

ସକାଳୁ ଉତ୍ତପ୍ତ ପିଣ୍ଡ ପାଲଟିଲାଣି ରାଜ୍ୟ, ସକାଳ ୮ ଟା ୩୦ ସୁଦ୍ଧା ଭବାନୀପାଟଣାରେ ୩୫ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଆକାଶରୁ ନିଆଁ ଖସୁଛି । ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି । ୪୫ ଡିଗ୍ରୀ ମୁହାଁ ହୋଇଛି ପାରଦ । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଆସନ୍ତାକାଲିଠୁ ୩ ଦିନ ଯାଏ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତାକାଲିଠୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୩ ଦିନ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ତାପମାତ୍ରା ବୃଦ୍ଧି ଯୋଗୁ ଆସନ୍ତାକାଲିଠୁ ଅର୍ଥାତ ଏପ୍ରିଲ…

କଲବଲ କରିବ ତାତି, ଆସନ୍ତାକାଲିଠୁ ତିନି ଦିନ ପାଇଁ ହିଟୱେଭ୍ ନେଇ ସତର୍କ ସୂଚନା

ଭୁବନେଶ୍ୱର (କେନ୍ୟୁଜ): କଲବଲ କରିବ ତାତି । ରାଜ୍ୟରେ ବଢୁଛି ତାପମାତ୍ରା । ୧୫ରୁ ପ୍ରଚଣ୍ଡ ହେବ ଗ୍ରୀଷ୍ମ ଲହରି । ଆଗାମୀ ୪ ଦିନରେ ରାଜ୍ୟରେ ଦିନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ପାର କରିବ । ଏନେଇ…

କଲବଲ କରିବ ତାତି, ୪୦ ଡିଗ୍ରୀ ଡେଇଁବ ପାରଦ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କରିବ ତାତି । ରାଜ୍ୟରେ ଉପରମୁହାଁ ପାରଦ । ମାସ ଶେଷ ସୁଦ୍ଧା ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା । ଏପ୍ରିଲ ଆରମ୍ଭରୁ ଅସହ୍ୟ ହେବ ଗରମ । ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ । ସେହିପରି ରାତି ତାପମାତ୍ରା…