Below header
Browsing Tag

heavy rain in ganjam

ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଜାରି: ଫୁଲୁଛି ନଦୀ ଓ ଡ଼୍ୟାମ୍, ପାଣିରେ ବୁଡି ରହିଛି ରାସ୍ତା ଘାଟ ସହିତ ଚାଷ ଜମି

ଭଞ୍ଜନଗର(କେନ୍ୟୁଜ୍): ଗତ ରବିବାର ଠାରୁ ଗଂଜାମ ଜିଲ୍ଲାର ଭଞ୍ଜନଗର ,ଜଗନ୍ନାଥପ୍ରସାଦ, ଆସିକା , ବୁଗୁଡ଼ା , ପୋଲସରା , ବେଲଗୁଣ୍ଠା ଓ କବିସୂର୍ଯ୍ୟନଗର ବ୍ଳକର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ରାସ୍ତା ଘାଟ ଠାରୁ ଆରମ୍ଭ କରି ଚାଷଜମି ଓ କେତେକ ଗାଁ ରେ ବର୍ଷାଜଳ ପ୍ରବାହିତ କରିବା…

ଗଞ୍ଜାମ: ଲଗାଣ ବର୍ଷାରେ ଭୁଶୁଡ଼ିଲା ପଳାସପୁର ନିକଟ ପୋଚକାନାଳ ଉପରେ ଥିବା ପୋଲ, ଯାତାୟତ ଠପ୍

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଲଗାଣ ବର୍ଷା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପଳାସପୁର ନିକଟ ପୋଚକାନାଳ ଉପରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି । ଫଳରେ ଲୋକଙ୍କ ଯାତାୟତରେ ବାଧା ଉପୁଜିଛି । ପୂର୍ତ୍ତବିଭାଗ ଓ ଏନ୍‌ଏଚ୍‌ ଅଧିକାରୀ ପହଞ୍ଚି ଡଇଭର୍ସନ୍‌ ରାସ୍ତା…