ରାଜ୍ୟରେ ଖୋଲିବ ଦ୍ୱିତୀୟ ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର
ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାର ପାଲୁର ହିଲ୍ଠାରେ ଖୋଲିବ ରାଜ୍ୟରେ ଦ୍ୱିତୀୟ ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଭାରୀଯାନ ଚାଳକଙ୍କୁ ତିନି ମାସ ଧରି ଉଭୟ ପ୍ରାକ୍ଟିକାଲ ଓ ଥିଓରୀ ଉପରେ ଟ୍ରେନିଂ…