Browsing Tag

help for treatment

ଭଲ ପାଠ ପଢ଼ୁଥିଲେ, ମେଧାବୀ ଥିଲେ ହେଲେ ଭାଗ୍ୟ ବନାଇଦେଲା ପଙ୍ଗୁ

ନରସିଂହପୁର : ସେଇଠି ଶୁଆ ବସା, ସେଇଠି ହେଇଯାଉଛି ଝାଡା ପରିସ୍ରା । ଭେଣ୍ଡିଆ ପୁଅର ଏପରି ଅବସ୍ଥା ଦେଖି କେହି କଣ ସମ୍ଭାଳି ହୋଇ ରହିପାରିବ । ଦେଖୁନାହାଁନ୍ତି କେମିତି ଭେଣ୍ଡିଆ ପୁଅ ପାଲଟି ଯାଇଛି ଶଯ୍ୟାଶାୟୀ । ଯେଉଁ ପୁୁଅ ଦିନେ ପାଠ ପଢ଼ି ସ୍କୁଲର ନାଁ ରଖୁଥିଲା, ବାପା ମାଆଙ୍କର ନାଁ…

ପୁଅକୁ ବଞ୍ଚାଇବା ପାଇଁ ତାର ଚିକିତ୍ସା କରିବାକୁ ବାପା ମାଆ ବିକୁଛନ୍ତି ଗୁପଚୁପ୍‌

କଟକ (କେନ୍ୟୁଜ) : ଏ ରୋଗ କେତେବେଳେ ଯେ କାହାକୁ ମାଡି ବସିବ ତାହା କେହି ଜାଣିନାହାଁନ୍ତି। ଆଉ ଏ ରୋଗ ଦେଖେନି କିଏ ଧନୀ କିଏ ଗରିବ। ବାସ୍‌ ସେ ତ ମାଡିବସିବ, କିନ୍ତୁ ବିଚରା ଦହଗଞ୍ଜ ହେବେ ରୋଗରେ ଆକ୍ରାନ୍ତ ଗରିବ ଅସହାୟ ବ୍ୟକ୍ତି। ଜୀବନ କେତେବେଳେ ଯେ କାହାର ବଦଳିିଯିବ ଆଉ କିଏ ଆସି କେଉଁ…

ଚାରି ବର୍ଷର କୁନି ଝିଅ ପୂଜା, ଜନ୍ମ ଠାରୁ ଆଜି ଯାଏଁ ବଞ୍ଚିବାକୁ କରୁଛି ସଂଘର୍ଷ

ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ମୋ ନାଁ ପୂଜା, ମୁଁ ଏବେ ଚାରିବର୍ଷର, କିନ୍ତୁ ଚାଲି ପାରୁନି କି ବୁଲିପାରୁନି, ସାଙ୍ଗ ମାନଙ୍କ ସହିତ ଖେଳି ପାରୁନି। ବାପା ମାଆ ମୋ ଅବସ୍ଥା ଦେଖି ବ୍ୟସ୍ତ ହେଉଛନ୍ତି, ମା ତ ମୋ ମୁହଁକୁ ଚାହିଁ ଚାହିଁ ଆଖିରୁ ଲୁହ ଗଡାଉଛି। କିନ୍ତୁ ଏମିତି କେତେଦିନ? ମୁଁ କଣ ଭଲ…

ଦେହ ସାରା ଘା’ ଭର୍ତ୍ତି କୋମଳ ବୟସରେ ଦେହରେ ଅସହ୍ୟ କଷ୍ଟ, ଆପଣଙ୍କ ସାହାଯ୍ୟ ଅପେକ୍ଷାରେ ମିକି

ମୋହନା (କେନ୍ୟୁଜଓଡିଶା) : କୋମଳ ବୟସରେ ଦେହରେ ଅସହ୍ୟ କଷ୍ଟ। ଦେହ ସାରା ଘା’ ଭର୍ତ୍ତି। ନିଜ ଅବସ୍ଥାକୁ ଦେଖି ସହିପାରୁନି ମିକି। କାହିଁକିନା ମିକି ନିଜ ସହ ବହିଚାଲିଛି ଅସହ୍ୟ କଷ୍ଟ ଯନ୍ତ୍ରଣା। ସତରେ କଣ ଏମିତି କିଏ କଷ୍ଟ ପାଏ। ଏତେ ଛୋଟ ବୟସରୁ ଦୁନିଆ କଣ ବୁଝିବା ଆଗରୁ ଯନ୍ତ୍ରଣାରେ ଛଟପଟ…