Below header
Browsing Tag

herbs

ଶୀତ ଦିନ ଯୋଗୁଁ କେଶ ଅଧିକ ଝଡୁଛି କି ? ମୁକ୍ତି ପାଇଁ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ଶୀତ ଦିନେ ସବୁଠାରୁ ବଡ଼ ସମସ୍ଯା ହେଉଛି କେଶ ଝଡିବା । ଯାହା ପ୍ରାୟ ସମସ୍ତଙ୍କ ଚିନ୍ତାର କାରଣ । ତେଣୁ ଏହି ଦିନ କେଶର ଯତ୍ନ ନେବା ନିହାତି ଜରୁରୀ । କାରଣ ଏହି ଦିନ ମାନଙ୍କରେ କେଶର ସଠିକ୍ ଯତ୍ନ ନେଉଛନ୍ତି ତେବେ କେଶ ଭଲ ଭାବରେ ବଢିଥାଏ । ତେବେ ଶୀତ ଦିନେ କେଶକୁ ମଜଭୁତ ଏବଂ ଘନ କରିବା ପାଇଁ…