୧୦ ହଜାର ଦେଇ ବୁକିଙ୍ଗ୍ କରନ୍ତୁ ହିରୋର ଏହି ବାଇକ, ଜବରଦସ୍ତ ଫିଚର୍ସ ସହ ରହିଛି ବଢ଼ିଆ ମାଇଲେଜ୍
ହିରୋ ମୋଟରକର୍ପ ନିଜର ଆଡଭେନଚର ବାଇକ ହିରୋ ଏକ୍ସପଲ୍ସ ୨୦୦ ୪ଭି (Hero XPulse 200 4V) ର ବୁକିଙ୍ଗ ଘୋଷଣା କରିଛି। ଏହି ବାଇକ ସେକେଣ୍ଡ ବ୍ୟାଚ୍ ଅଟେ। ଯାହାକୁ କମ୍ପାନୀ ଅନଲାଇନ୍ ସେଲ୍ସ ପ୍ଲାଟଫର୍ମରେ ବୁକ କରିପାରିବେ। କମ୍ପାନୀ ନିଜର ବୟାନରେ ଜଣାଇଛି ଯେ ବାଇକର ପ୍ରଥମ ବ୍ୟାଚ୍…