Below header
Browsing Tag

high court on jadupur minor girls case

ନୟାଗଡ଼ : ଯଦୁପୁର ନାବାଳିକା ହତ୍ୟା ମାମଲାରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ଼(କେନ୍ୟୁଜ୍‌) :  ଯଦୁପୁର ନାବାଳିକା ହତ୍ୟା ମାମଲାରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଏସଆଇଟି (SIT) କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ତଦନ୍ତ ପାଇଁ ୨ ମାସ ଅଧିକ ସମୟ ମଧ୍ୟ ଦେଇଛନ୍ତି କୋର୍ଟ । ଗତ ୧୬ ତାରିଖରେ ଦାଖଲ ହୋଇଥିବା ରିପୋର୍ଟ ପଢ଼ିବା ପରେ ଏପରି ନିଷ୍ପତ୍ତି…