Below header
Browsing Tag

hirakud dam gates

ଉପରମୁଣ୍ଡରେ କମିଛି ବର୍ଷା, ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍

ସମ୍ବଲପୁର (କେନ୍ୟୁଜ): ଉପରମୁଣ୍ଡରେ କମିଛି ବର୍ଷା । ମହାନଦୀରେ ଜଳସ୍ତର ଖସୁଛି । ହୀରାକୁଦକୁ କମିଛି ଜଳ ପ୍ରବେଶ । ବନ୍ଦ ହେଲା ଜଳଭଣ୍ଡାରର ୧୦ଟି ଗେଟ୍ । ପୂର୍ବରୁ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦରୁ ବନ୍ୟା ପାଣି ନିଷ୍କାସିତ ହେଉଥିଲା । ଏବେ ମାତ୍ର ୧୦ଟି ଗେଟ୍ ଖୋଲା ରହିଛି । ଡ୍ୟାମ୍…

ଏବେ ହୀରାକୁଦର ୨୦ଟି ଗେଟ୍‌ ଖୋଲା, ମହାନଦୀରେ ବଢ଼ିଲା ବନ୍ୟା ଆଶଙ୍କା

ସମ୍ବଲପୁର (କେନ୍ୟୁଜ୍‌) ଉପରମୁଣ୍ଡରେ ଲଗାଣ ବର୍ଷା । ଚିନ୍ତା ବଢ଼ାଇଲା ମହାନଦୀ । ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ଜଲଭଣ୍ଡାରର ୨୦ଟି ଗେଟ ଖୋଲା ଯାଇଛି । ଏହି ସବୁ ଗେଟ୍‌ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି l ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୪ ଲକ୍ଷ ୪୬ ହଜ଼ାର ୪୨୪ କ୍ୟୁସେକ ଜଳ ପ୍ରବେଶ…