Below header
Browsing Tag

hirakuda water

ବଢୁଛି ପାଣି, ଭାଙ୍ଗୁଛି ବନ୍ଧ : ଜଳବନ୍ଦୀରେ ବିତୁଛି ରାତିଦିନ ; ଲୋକେ ହା’ ହତାଶ

(କେନ୍ୟୁଜ): ବଢୁଛି ହୀରାକୁଦ ଜଳସ୍ତର। ଫୁଲୁଛି ମହାନଦୀ । ମହାନଦୀର ବନ୍ୟା ପାଣି ଘେରରେ କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳ । ବହୁ ଗାଁ ଜଳବନ୍ଦୀ । ଲୋକଙ୍କ ଘରଦ୍ୱାର ବୁଡିଛି । ଯାଆସ ପାଇଁ ରାସ୍ତାଘାଟ ନାହିଁ । ରାସ୍ତାରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି । କଟକ-ବାଙ୍କୀ ରାସ୍ତା ବୁଡ଼ିଛି ।…