Browsing Tag

holi restriction

ବାହାରେ ଖେଳିପାରିବେନି ହୋଲି, କଟକଣା ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର

କେନ୍ୟୁଜ୍(ବ୍ୟୁରୋ):  ହୋଲି ଉପରେ କଟକଣା। ଦୋଳଯାତ୍ରାରେ ଧାର୍ମିକ ଓ ସାଂସ୍କୃତିକ ସମାବେଶକୁ ବାରଣ କରାଯାଇଛି। କରୋନାର ଦ୍ବିତୀୟ ଷ୍ଟ୍ରେନକୁ ନଜରରେ ରଖି କଟକଣା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ବାହାର ରାଜ୍ୟରେ କରୋନା ବଢିଚାଲିଥିବାରୁ ଓଡିଶାରେ କିପରି ଏହାକୁ ପ୍ରତିହତ…