Browsing Tag

home personal and auto emi reduce

ଏବେ ଶସ୍ତା ହେଲା ଲୋନ କମ ଦେବାକୁ ପଡିବ EMI , ଏହିସବୁ ବ୍ୟାଙ୍କ ହ୍ରାସ କଲେ ନିଜର ସୁଧହାର

ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୋମବାର ମାର୍ଜିନାଲ କଷ୍ଟ ଅଫ୍ ଲ୍ୟାଣ୍ଡିଙ୍ଗ ରେଟ (MCLR)ରେ 15 ବେସିସ ପଏଣ୍ଟ ହ୍ରାସ କରିବାକୁ ଘୋଷଣା କରିଛି । ଏହି ନୂତନ ହାର ମଙ୍ଗଳବାର ଠାରୁ ଲାଗୁ ହୋଇଛି । ଏହା ବ୍ୟତୀତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର MCLR ରେ ହ୍ରାସ…