Browsing Tag

honor 30

ଖୁବଶୀଘ୍ର ବଜାରକୁ ଆସିବ Honor 30 ର ୫୦ ଏମପି ରିଅର କ୍ୟାମେରା ଫୋନ, ଏପ୍ରିଲ ୧୫କୁ ହେବ ଲଂଚ

Honor 30 ସିରିଜର ସ୍ମାର୍ଟଫୋନ ୧୫ ଏପ୍ରିଲକୁ ଲଂଚ ହେବାକୁ ଯାଉଛି । ଏହି ସିରିଜର ଦୁଇଟି ଫୋନ କମ୍ପାନୀ ଲଂଚ କରିବାକୁ ଯାଉଛି । Honor 30 ଏବଂ Honor 30 pro ଲଂଚ କରିବାକୁ ଯାଉଛି । ଏହି ଫୋନରେ ୫୦ ମେଗାପିକ୍ସେଲ IMX700 କ୍ୟାମେରା ସେନସର ରହିବ। । ଜିଏସଏମ ଅରୀନାରେ…