Below header

ଖୁବଶୀଘ୍ର ବଜାରକୁ ଆସିବ Honor 30 ର ୫୦ ଏମପି ରିଅର କ୍ୟାମେରା ଫୋନ, ଏପ୍ରିଲ ୧୫କୁ ହେବ ଲଂଚ

Honor 30 ସିରିଜର ସ୍ମାର୍ଟଫୋନ ୧୫ ଏପ୍ରିଲକୁ ଲଂଚ ହେବାକୁ ଯାଉଛି । ଏହି ସିରିଜର ଦୁଇଟି ଫୋନ କମ୍ପାନୀ ଲଂଚ କରିବାକୁ ଯାଉଛି । Honor 30 ଏବଂ Honor 30 pro ଲଂଚ କରିବାକୁ ଯାଉଛି । ଏହି ଫୋନରେ ୫୦ ମେଗାପିକ୍ସେଲ IMX700 କ୍ୟାମେରା ସେନସର ରହିବ। ।

honor 30

 

ଜିଏସଏମ ଅରୀନାରେ ଫୋନର ଅପକମିଙ୍ଗ ଫଟୋ ସେୟାର କରାଯାଇଛି । ଏହି ଫୋନରେ ୫୦ ମୋଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ସହିତ କ୍ୱାଡ ରିଅର କ୍ୟାମେରା ସେଟଅପ ମଧ୍ୟ ଦିଆଯାଇଛି । ଫୋନରେ ମେଟାଲ ଫିନିଶ ବଡି ରହିଥିବା ବେଳେ ଫ୍ରେମ ଉପରେ ଏକ ମାଇକ୍ରୋଫୋନ ରହିଥିବା ନଜର ଆସିଛି । ଫୋନର ଦାମ କେତେ ରହିବ ତାହା ଏଯାଏ କୁହାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.