Below header
Browsing Tag

hotel sealed

କଟକରେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା : ୮୦ ହଜାର ଟଙ୍କା ଫାଇନ ସହ ସିଲ ହେଲା ହୋଟେଲ

କଟକ (କେନ୍ୟୁଜ): କଟକ ଲିଙ୍କ ରୋଡ଼ ଅଞ୍ଚଳର ହୋଟେଲ "ପଦ୍ମଜା ପ୍ରାଇଡ଼" ଉପରେ କାର୍ଯ୍ୟାନୁଷ୍ଠାନ। ୮୦ ହଜାର ଟଙ୍କା ଫାଇନ ସହ ହୋଟେଲ ସିଲ କଲା କଟକ ମହାନଗର ନିଗମ। ଟ୍ରେଡ଼ ଲାଇସେନ୍ସ ବିନା ଚାଲିଥିଲା ହୋଟେଲ। ୟୁଜର୍ସ ଫି ମଧ୍ୟ ଦାଖଲ କରାଯାଉ ନ ଥିଲା। ଏନେଇ ହୋଟେଲର ରେଷ୍ଟୁରାଣ୍ଟ ଟିକୁ ସିଲ…