Browsing Tag

Housing and Urban Development

ନିଜସ୍ୱ ଅର୍ଥରେ ଭୁବନେଶ୍ୱର ରେଲୱେ ଷ୍ଟେସନର ବିକାଶ କରୁଛନ୍ତି ରାଜ୍ୟସରକାର: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ସ୍ମାର୍ଟ ସିଟି ମିଶନରେ ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ଲାଟ ଫର୍ମ ୧ ଓ ୬ ନମ୍ବର ପାଖରେ ଖାଲିଥିବା ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ଷ୍ଟେସନର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି ।…