Browsing Tag

husband attempted to suicide after killing wife

ଶଙ୍ଖୁଆ ଗାଁରେ ଅଘଟଣ : ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

କଟକ(କେନ୍ୟୁଜ୍‌) : କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଶଙ୍ଖୁଆ ଗାଁରେ ଘଟିଛି ଅଘଟଣ । ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ସ୍ତ୍ରୀ କଳ୍ପନା ବେହେରାଙ୍କ ଅଡ଼ଶପୁର ସ୍ୱାସ୍ଥ୍ୟକେନ୍ଦ୍ରରେ…