Below header
Browsing Tag

hyundai verna e

ହ୍ୟୁଣ୍ଡାଇ ଲଞ୍ଚ୍‌ କଲା Vernaର ନୂଆ ବେସ୍‌ ଭେରିଏଣ୍ଟ, ବର୍ତ୍ତମାନର ମଡେଲରୁ ୨୮,୦୦୦ ହଜାର କମ୍‌ ରହିଛି ଦାମ୍‌

ହ୍ୟୁଣ୍ଡାଇ ନିଜ ଲୋକପ୍ରିୟ ସେଡାନ୍‌ କାର Verna ର ନୂଆ ଏଣ୍ଟ୍ରି ଲେବଲ ଇ ଭେରିଏଣ୍ଟକୁ ଭାରତରେ ଲଞ୍ଚ୍‌ କରିଛି। ଏହାର ଖାସ୍‌ କଥା ହେଉଛି ଏହି କାର ବର୍ତ୍ତମାନର ଏଣ୍ଟ୍ରି ଲେବଲ ମଡେଲଠାରୁ ୨୮ ହଜାର ଟଙ୍କା କମ୍‌ ରହିଛି। ଏହି ପାର୍ବଣ ଋତୁରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଏହି…