Below header
Browsing Tag

ias bijay ketan arrest

କୃଷି ଉଦ୍ୟାନ ବିଭାଗର ନିଲମ୍ବିତ ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ, ସର୍ତ୍ତମୂଳକ ବେଲ୍‌ ଦେଲେ…

କେନ୍ୟୁଜ୍(ବ୍ୟୁରୋ):  କୃଷି ଉଦ୍ୟାନ ବିଭାଗର ନିଲମ୍ବିତ ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ । ତାଙ୍କୁ ସର୍ତ୍ତମୂଳକ ବେଲ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ । କଣ ରହିବ ସର୍ତ୍ତ ନିମ୍ନ ଅଦାଲତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା…

ଭିଜିଲାନ୍ସ ଖୋଲିଲା IAS ବିଜୟ କେତନ ଉପାଧ୍ୟାୟଙ୍କ ଗିରଫ ଗୁମର

ଭିଜିଲାନ୍ସ ଖୋଲିଲା IAS ବିଜୟ କେତନ ଉପାଧ୍ୟାୟଙ୍କ ଗିରଫ ଗୁମର । ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଳତାଡ ବେଳେ ମିଳିଲା ନୂଆ ତଥ୍ୟ । ୨୦୧୨ରୁ ୨୦୧୯ ମଧ୍ୟରେ ବିଜୟଙ୍କ ବିଭିନ୍ନ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର ଟ୍ରାଞ୍ଜାକସନ୍‌ ହୋଇଛି । ତିନିଟି ବ୍ୟାଙ୍କ ଆକାଉଣ୍ଟରେ ଜମା ୭୦ ଲକ୍ଷ ଟଙ୍କା ଜମା…