Browsing Tag

IAS success story

ନକାରାତ୍ମକ ଲୋକ ଏବଂ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ, ସଫଳତା ଆପେ ଆପେ ଆସିଯିବ : ଆଇଏଏସ୍‌ ଅଙ୍କିତ ପାନ୍ନୁ

କୁହାଯାଏ ମଣିଷ ନିଜ ଭୁଲ୍‌ରୁ ହିଁ ଶିକ୍ଷାଲାଭ କରିଥାଏ। ଥରେ ଭୁଲ କଲେ ହିଁ ଠିକ୍‌ କ’ଣ ଜାଣିପାରେ। କେଉଁଠି ତାର ଭୁଲ୍‌ ରହିଲା, କେତେ ଭୁଲ ରହିଲା, କେମିତି ଏହି ଭୁଲ୍‌କୁ ସୁଧାରିପାରିବ ତାହା ଜାଣିପାରିଥାଏ। ଏମିତି ଭୁଲ୍‌ରୁ ଶିକ୍ଷା ପାଇ ନିଜକୁ ଆଇଏଏସ୍‌ ଭାବେ ଗଢି ତୋଳିଛନ୍ତି ଦିଲ୍ଲୀର…

ଚୁଡି ବିକି ତୋତେ କଲେକ୍ଟର କରିଛି, ଯେପର୍ଯ୍ୟନ୍ତ ହାତ ଚାଲୁଥିବ ସେପର୍ଯ୍ୟନ୍ତ ଚୁଡି ବିକୁଥିବି

ଦୃଢ ଇଚ୍ଛା ଶକ୍ତି ଥିଲେ ମଣିଷ କିଛି ବି କରିପାରେ। ମନରେ ଅଦମ୍ୟ ସାହସ ଆପଣଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ। ଏମିତି ନିଜର ଲକ୍ଷ୍ୟସ୍ଥଳକୁ ହାସିଲ କରିବା ପାଇଁ ମହାରାଷ୍ଟ୍ରର ଏକ ଛୋଟ ଗାଁରେ ଚୁଡି ବିକୁଥିବା ବାଳକ ଏବେ ଆଇଏଏସ ଅଫିସର। ଏହି ବାଳକ ଛୋଟବେଳରୁ ୧୦ ବର୍ଷ ପର୍ଯ୍ୟନ୍ତ ମା’…